ମୁଖ୍ୟମନ୍ତ୍ରୀ୨୦୧୯ ନିର୍ବାଚନ ପଶ୍ଚିମ ଓଡ଼ିଶାରୁ ଲଡିବେ !

CM to contest 2019 polls from Western Odisha !

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Mar-2019  

ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନ ପଶ୍ଚିମ ଓଡ଼ିଶାରୁ ଲଢିବା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ  ପଶ୍ଚିମ ଓଡ଼ିଶାର କୃଷକ, ମହିଳା, ଛାତ୍ର ଛାତ୍ରୀ ଭଳି ଅନେକ ଗୋଷ୍ଠୀଙ୍କ ପକ୍ଷରୁ ନିର୍ବାଚନ ଲଢିବାକୁ ତାଙ୍କୁ କରାଯାଇଥିବା ଅନୁରୋଧ ଉପରେ ସେ ଗୁରୁତ୍ବର ସହ ବିଚାର କରୁଛନ୍ତି।

Other News