ଉତ୍କଳ ଦିବସରେ ଓଡିଶା ଭିଜନ ଡକ୍ୟୁମେଣ୍ଟ ଘୋଷଣା

Odisha vision document likely on Utkal Divas

 Published : ଟାଇମ୍ସ ଅଫ ଇଣ୍ଡିଆ

/  

18-Jan-2017  

 ଓଡିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ରେ ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ  ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଅପ୍ରେଲ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ଉତ୍କଳ ଦିବସରେ ରାଜ୍ୟ ସରକାର ଏହି ଭିଜନ ଡକ୍ୟୁମେଣ୍ଟର ଘୋଷଣା କରିପାରନ୍ତି। ଜାତିସଙ୍ଗ ଦ୍ବାରା ନିର୍ଦ୍ଧାରୀତ ବିକାଶ ଲକ୍ଷ୍ୟକୁ ଅଧାର କରି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ମଞ୍ଜରୁ ନିମନ୍ତେ ଖୁବ୍ ଶିଘ୍ର ରାଜ୍ୟ ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପିତ କରାଯିବ।

Other News