ଜାତୀୟ ରାଜପଥ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗଡକରୀଙ୍କୁ ପତ୍ର ଲେଖିଲେ

CM wrote to Gadkari over NH waterlogging

ଜାତୀୟ ରାଜପଥ-୧୬ ଯାହାକି ଭୁବନେଶ୍ବର ସହର ଦେଇ ଯାଇଛି, ବର୍ଷା ଯୋଗୁ ବହୁ ସମୟରେ ଜାତୀୟ ରାଜପଥର ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ପାଶ୍ବବର୍ତ୍ତୀ ଅଞ୍ଚଳ ଜଳବନ୍ଦୀ ହୋଇପଡୁ ଥିବାରୁ ଗମନା ଗମନ ଏକ ପ୍ରକାର ଠପ ହୋଇ ପଡୁଛି। ଫଳରେ ଲୋକଙ୍କ ଆକ୍ରୋଶ ସୃଷ୍ଟି ହେଉଛି। ତେଣୁ ସ୍ଥାୟୀ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀଙ୍କୁ ଚିଠି ଲେଖି ତୁରନ୍ତ ସମସ୍ୟାର ସମାଧାନ କରିବାକୁ କହିଛନ୍ତି।

Other News