ବିଜେପି ଓ କଂଗ୍ରେସ ବିରୋଧରେ ଆଞ୍ଚଳିକ ଦଳ ଗୁଡିକୁ ଏକାଠି କରନ୍ତୁ ନବୀନ : ରାଓ

Naveen for unification of regional parties to counter BJP, Cong: KCR

 Published : ଓଡ଼ିଶା ସନ୍ ଟାଇମ୍ସ

/  

24-Dec-2018  

ତେଲେଙ୍ଗନା ରାଷ୍ଟ୍ରୀୟ ସମିତିର ସଭାପତି ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଶ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ଦେଶରେ ଆଞ୍ଚଳିକ ଦଳଗୁଡିକର ଏକତ୍ରୀ କରଣର ଆବଶ୍ୟକତା ରହିଛି। ଓଡ଼ିଶାର ମୁଖ୍ରମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ମିଶ୍ରଣ ପ୍ରକ୍ରୀୟାର ନେତୃତ୍ବ ନିଅନ୍ତୁ ବ୍ଲି ସେ କହିଛନ୍ତି। ନବୀନ ନିବାସରେ ଥେଲେଙ୍ଗନାର ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ଓ ଓଡ଼ିଶା ମୁକ୍ୟମନ୍ତ୍ରୀ ଶ୍ରୀ ପସ୍ସନାୟକ ସାକ୍ଷତ କରି ଆଲୋଚନା କରିଛନ୍ତି।

Other News