10 ଟି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

Odisha government clears 10 investment proposals

 Published : ଟାଇମସ ଅଫ ଇଣ୍ଡିଆ

/  

30-Apr-2017  

ରାଜ୍ୟ ସରକାରଙ୍କ ପୁଞ୍ଜି ବିନିଯୋଗ କମିଟି ୧୭୭୦ କୋଟି ଟଙ୍କାର ୧୦ ଟି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି l ଏହି ସବୁ  ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୨୦୪ ଟି ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ l ଏନଟିପିସିର ୭୬୯୮.୪୬ କୋଟି ଟଙ୍କାର ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସଂପ୍ରସାରଣ ପ୍ରସ୍ତାବକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଗଠିତ ଉଛ ସ୍ତରୀୟ କମିଟିର ମଞ୍ଜୁରୀ ପାଇଁ ସୁପାରିସ କରାଯାଇଛି l

Other News