ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ଜିତିଲେ ଆଉଟଲୁକ୍ ସ୍ପିକ୍ ଆଉଟ ଆୱାର୍ଡ

CM Naveen Patnaik wins Outlook speak out best administrator award

 Published : ଓଡିଶା ସନ୍ ଟାଇମ୍ସ

/  

18-Aug-2017  

ଆଉଟଲୁକ୍ ସ୍ପିକ୍ ଆଉଟ ଆୱାର୍ଡ ପାଇଁ ମନୋନୀତ ବ୍ୟକ୍ତି ମାନଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବରେ ମନୋନୀତ ହୋଇଛନ୍ତି ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ପ୍ରଶାସକ ଆୱାଡ ପାଇଁ ପ୍ରସ୍ତୁତ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାବିଶ୍, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜ୍ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଣିକ୍ ସରକାର, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନିତିଶ କୁମାର, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରାମାୟାଙ୍କ ନାମ ମନୋନୀତ ତାଲିକାରେଥିଲା

Other News