Published : ଓଡ଼ିଶା ସନ୍ ଟାଇମ୍ସ
/16-Nov-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମରୁଡିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ସଚିବାଳୟରେ ଅନୁଷ୍ଠତ ଏକ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ୯ ଟି ଜିଲ୍ଳାର ୬୬ ଟି ବ୍ଲକ ଓ ୧୬ଟି ପୌରାଞ୍ଚଳର ୫,୬୩୩ଟି ଗ୍ରାମ ମରୁଡିରେ କ୍ଷତିଗ୍ରସ୍ତ ହୋଇଛି।