ତୈଳଦର ବୃଦ୍ଦି ବିରୋଧରେ ବିଜେଡିର ପ୍ରତିବାଦ

BJD protest against fuel price hike

ପେଟ୍ରୋଲ ଓ ଡିଜେଲ ଦରରେ ଅଭୂତପୂର୍ବ ବୃଦ୍ଧିର ପ୍ରତିବାଦକରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ୩ ଦିନିଆ ଆନ୍ଦୋଳନ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିର ଘୋର ବିରୋଧ କରିବା ସହିତ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଥଇଲା।

Other News