ରାଜ୍ୟ ସରକାର ଅମୃତ ଯୋଜନାରେ ପାଇଁ ୫୩ ଟି ପ୍ରକଳ୍ପ କୁ ମଞ୍ଜୁରୀ

Odisha govt approves 53 projects for AMRUT cities

 Published : ଓଡିଶା ସନ୍ ଟାଇମ୍ସ

/  

23-Jun-2017  

ରାଜ୍ୟ ସରକାର ଅମୃତ ( ଅଟଳ ମିଶନ ଫର ରିଜୁଭିନେସନ ଆଣ୍ଡ ଅରବାନ ଟ୍ରାନଫରମେସନ) ଯୋଜନାରେ ୫୩୮ କୋଟି ଟଙ୍କାର ୫୩ ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ପୁରୀ, ବାଲେଶ୍ବର, ଭଦ୍ରକ ଏବଂ ବାରିପଦା ସହର ପାଇଁ ଅମୃତ ଯୋଜନାରେ ୧୪୮ ଟି ପ୍ରକଳ୍ପକୁ ସ୍ବୀକୃତି ମିଳିଛି।

Other News