ଭଦ୍ରକରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନବୀନ ନେଲେ ପଦକ୍ଷେପ

Naveen Announces Infra Boost for Bhadrak DHH

 Published : ଦି ନ୍ୟୁଜ ରୁମ

/  

06-Jan-2020  

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ୭ ମହଲା ବିଶିଷ୍ଟ DHH କମ୍ପ୍ଲେକ୍ସ ବୃଦ୍ଧି, ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୩ଶହକୁ ବୃଦ୍ଧି କରିବା ସହ OPD ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲିବାକୁ ସରକାର ଯୋଜନା କରିଛନ୍ତି। ଏହାଦ୍ବାରା ଲୋକଙ୍କୁ ଉତ୍ତମ ଓ ତ୍ଵରିତ ସ୍ୱାସ୍ଥ୍ୟସେବା ମିଳିପାରିବ।

Other News