ଓଡିଶା ବ୍ୟବହାରକାରୀ ରାଜ୍ୟ ହୋଇଥିବାରୁ ଜି ଏସ ଟି ବ୍ୟବସ୍ଥାରେ ଅଧିକ ରାଜସ୍ବ ମିଳିବା ସମ୍ଭାବନା

Being a consuming state, Odisha likely to benefit from GST

 Published : ଟାଇମ୍ସ ଅଫ ଇଣ୍ଡିଆ

/  

21-May-2017  

ଓଡିଶା ଏକ ବ୍ୟବହାରକାରୀ ରାଜ୍ୟ ହୋଇଥିବାରୁ ଦ୍ରବ୍ୟ ଓ ସେବା କର( ଜି ଏସ ଟି) ବ୍ୟବସ୍ଥାରେ ଓଡିଶାକୁ ଅଧିକ ରାଜସ୍ବ ମିଳିବର ସମ୍ଭାବନା ରହିଛି ବୋଲି ଅର୍ଥ ବିଶେଷଞ୍ଜ ମାନେ ମତପ୍ରକାଶ କରିଛନ୍ତି l  ବିଧାନ ସଭାର ସ୍ବତନ୍ତ୍ର ଅଧିବେଶନ କାଳରେ ଜି ଏସ ଟି ବିଲ କୁ  ଅନୁମୋଦନ କଲାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ଓ ଶେଷରେ ବିଲଟି ଗୃହର ଅନୁମୋଦନ ଲାଭ କରିଥିଲା 

Other News