ମୁଖ୍ୟମନ୍ତ୍ରୀ ଡପଲର ରାଡର ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କଲେ

CM takes up doppler radar issue with Centre

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପାଣିପାଗର ପୂର୍ବନୁମାନ ପାଇଁ ବାଲେଶ୍ବର ଏବଂ ସମ୍ବଲପୁର ଠାରେ ଦୁଇଟି ଡପଲର ରାଡର ପ୍ରତିଷ୍ଠା ପ୍ରସଙ୍ଗରେ ଓଡିଶା ସରକାରଙ୍କର ଦାବୀକୁ ପୁଣି କେନ୍ଦ୍ର ନିକଟରେ ଦୋହରାଇଛନ୍ତି। 

Other News