Published : ଓଡିଶା ସନ୍ ଟାଇମ୍ସ
25-Oct-2017
ଓଡିଶା ସରକାର ଉପ-ନିର୍ବଚନ ପୁର୍ବରୁ ବରଗଡ ଜିଲ୍ଲାର ବିଜେପୁରକୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏତଦ୍ ବ୍ୟତୀତ ବିଜେପୁରଠାରେ ଏକ ସବ୍ ରେଜିଷ୍ଟ୍ରାର ଖୋଲାଯିବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି।