ଦଳର ସଭାପତିଙ୍କ ନିର୍ଦ୍ଦେଶ, ଦଳର କାର୍ଯ୍ୟକ୍ରମ ନିର୍ଦ୍ଦାରୀତ ସମୟରେ ସାର

Party president asks office-bearers to finish BJD plans in time

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପାର୍ଟିର କାର୍ଯ୍ୟକ୍ରମକୁ ନିଦ୍ଧାରୀତ ସମୟରେ ଶେଷକଲେ ସାଧାରଣ ଜନତା ଏଥିରେ ସଂଶ୍ଲିଷ୍ଟ ହୋଇପାରିବେ । ଦଳୀର ରାଜ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କୁ ପତ୍ର ଲେଖି ଦଳର ସଭାପତି କହିଛନ୍ତି ଯେ, ସାଙ୍ଗଠନିକ ଜିଲ୍ଲାଗୁଡିକରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗୁଡିକରେ ଜୁନ ଶେଷସୁଦ୍ଧା ଶେଷକର ଏବଂ ସରକାରଙ୍କର ସଫଳତା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକର ।

Other News