ତୈଳ ଦର ବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ସେପ୍ଟେମ୍ବର ୭ ରୁ ୯ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ହେବ ପ୍ରତିବାଦ

Dal to protest fuel price hike across Odisha from Sept 7-9

 Published : ଓଡିଶା ସନ୍ ଟାଇମ୍ସ

/  

04-Sep-2018  

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ହେବ ପ୍ରତିବାଦ। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ପୂର୍ବାହ୍ନ ୧୦ ଟା ଠାରୁ ୧୨ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପ୍ରତିବାଦ କରାଯିବ।

Other News