Published : ଓଟିଭି
/13-Jul-2017
ଜୁଲାଇ ୧୪ ତାରିଖ ପୂର୍ବାହ୍ନ ୧୧ ଟା ବେଳେ ରାଷ୍ଟ୍ରପତି ପ୍ରାର୍ଥି ଶ୍ରୀ ରମାନାଥ କୋବିନ୍ଦ ବିଧାନସଭାର ହଲରେ ଉଦବୋଧନ ଦେବେ। ଏହି ସଭାରେ ଯୋଗଦେବାପାଇଁ ବିଜୁ ଜନତା ଦଳର ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ସୂଚନା ଯାଇଛି ବୋଲି ଦଳର ମୁଖପାତ୍ର ସମୀର ଦାଶ ସୂଚନା ଦେଇଛନ୍ତି।