ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଲେ, ଏନ୍ ଆଇ ଏନ୍ ଏଲ ପାଇଁ ଅଂଶଧନ ବୃଦ୍ଧିକରି ସହଯୋଗ କର

State writes to Centre for equity support to NINL

ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ, କ୍ଷତିରେ ଚାଲୁଥିବା ନିଳାଚଳ ଇସ୍ପାତ ନିଗମକୁ ସହାୟତା କରିବାପାଇଁ ମେଟାଲ୍ସ ଆଣ୍ଡ ମିନେରାଲ୍ସ ଟ୍ରେଡିଂ କରର୍ପୋରେସନ ତାର ଅଂଶଧନ ବୃଦ୍ଧି କରି  ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ସମ୍ପୃତ କମ୍ପାନୀକୁ ନିର୍ଦ୍ଦେଶ ଦିଅନ୍ତୁ। ପତ୍ରରେ ଦର୍ଶଇଚନ୍ତି ଯେ, ଏମ ଏମ ଟି ସି  ଏବଂ ରାଜ୍ୟ ସରକାରଙ୍କ ଓଡିଶା ଖଣି ନିଗମ ଓ ଇପିକଲର ମିଳିତ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ନିଳାଚଳ ଇସ୍ପାତ ନିଗମର ଭବିଷ୍ୟତ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି।  

Other News