ମହାନଦୀ ପ୍ରସଙ୍ଗରେ ବିଜେଡ଼ି ପକ୍ଷରୁ ୪ ଜିଲ୍ଲାରେ ହରତାଳ

BJD to stage hartal in four districts over Mahanadi row

 Published : ଟାଇମସ ଅଫ ଇଣ୍ଡିଆ

/  

10-Jun-2017  

ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ଏକ ତରଫା ଭାବେ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶାକୁ ଜଳ ପ୍ରବାହ ବନ୍ଦ ହୋଇଯାଇଛି । ଏଥି ସହିତ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନୀରବ ରହିବାର ପ୍ରତିବାଦରେ ବିଜେଡି ପକ୍ଷରୁ ସମ୍ବଲପୁର, ବରଗଡ଼, ସୋନପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଚାରି ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ଦୀର୍ଘ ଚାରି ମାସ ପରେ ବିଜେଡି ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି । 

Other News