ପେଟ୍ରୋକେମିକାଲ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତାଇୱାନର ପୁଞ୍ଜି ବିନିଯୋଗକାରୀଙ୍କୁ ଓଡ଼ିଶା ସହଯୋଗ କରିବ

Odisha assured cooperation to Taiwanese investors for petrochemical project

 Published : ଓଡ଼ିଶା ସନ୍ ଟାଇମ୍ସ

/  

02-Aug-2018  

 ପାରାଦୀପଠାରେ କ୍ରାକର ୟୁନିଟ ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଇୱାନ ପୁଞ୍ଜି ବିନିଯୋଗକାରୀଙ୍କୁ ଓଡ଼ିଶା ସାକାରାତ୍ମକ ଭାବେ ସହଯୋଗ କରିବ।କୁ ପ୍ରତିଶ୍ରୁତି ଦେଇଛି। ଓଡ଼ିଶାର ପାରାଦୀପ ବନ୍ଦର ସହରରେ ଥିବା ତୈଳ ବିଶୋଧନ କେନ୍ଦ୍ର ନିକଟରେ ଏହି ୟୁନିଟ ପ୍ରତିଷ୍ଠା ପାଇଁ ୪୩୦୦୦ କୋଟି ଟଙ୍କାର ବିନିଯୋଗ ହେବ।

Other News