ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରୁଫଟପ୍ ସୋଲାର ପ୍ରକଳ୍ପର ଶୁଭାରମ୍ଭ, ଗ୍ରୀଡ ସହିତ ହେଲା ସଂଯୋଗ

CM launches grid connected rooftop solar projects

 Published : ଓଟିଭି

/  

23-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୁଫଟପ୍ ସୋଲାର ପ୍ରକଳ୍ପକୁ ଗ୍ରୀଡ ସହିତ ସଂଯୋଗକରି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ଫଳରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଭଗୀତାର ସମର୍ଥ ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡିଶା ଆକ୍ସନପ୍ଲାନରେ ରୁଫଟପ୍ ସୋଲାର ପ୍ରକଳ୍ପ ପ୍ରତିଷ୍ଠାକୁ ଗୁରୁତ୍ବ ପ୍ରଦାନ କରିଛି ଏବଂ ସାଧାରଣ ଜନତାଙ୍କ ଦ୍ବାରା ଏହି ପ୍ରକଳ୍ପ ବେଶ୍ ଗ୍ରହଣୀୟ ହୋଇଛି।

Other News