ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହ ଦଳରେ ଯୋଗ ଦେଲେ

Former Cong MLA Jogesh Singh joined Party

 Published : ଓଡ଼ିଶା ସନ୍ ଟାଇମ୍ସ

/  

06-Feb-2019  

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହ  ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ସମର୍ଥକ ମାନଙ୍କ ସହିତ ଦଳରେ ଯୋଗ ଦେଇଛନ୍ତି।  ସେ ଜାନୁୟାରୀ ୨୨ ତାରିଖରେ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ।

Other News