ମୁଖ୍ୟମନ୍ତ୍ରୀଙ୍କ ନୂଆ ଦିଲ୍ଲୀ ଗସ୍ତ : ନିର୍ବାଚନ କମିଶନରଙ୍କୁ କରିବେ ସାକ୍ଷାତ

CM left for New Delhi, to meet EC

 Published : ଓଡ଼ିଶା ସନ୍ ଟାଇମ୍ସ

/  

30-Apr-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁନିଲ ଆରୋରାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ବାତ୍ୟା ସଂଗଠିତ ହୁଏ, ପାଟକୁରା ବିଧାନସଭା ଉପ ନିର୍ବାଚନକୁ ସ୍ଥଗିତ ରଖିବାକୁ ସେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବୀ ରଖିବେ ବୋଲି ଦିଲ୍ଲୀଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ସେ କହିଛନ୍ତି।

Other News