ବାତ୍ୟା ପରେ ପୁନଃ ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ରୀୟ ଟିମ୍

Central team hailed Odisha Govt for restoration efforts post cyclone

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-May-2019  

ବାତ୍ୟା ଫନୀ ପରେ ବିପନ୍ନ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଇଥିବା ଥଇଥୀନ ଓ ପୁନଃ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରୀୟ ଟିମ ପ୍ରଶଂସା କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରାଣାଳୟର ଅତିରିକ୍ତ ସଚିବ ଶ୍ରୀ ବିବେକ ଭରଦ୍ବାଜ ବାତ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ ଓ  ସମୀକ୍ଷା କରିବା ପରେ ବାତ୍ୟା ପରେ ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଇଥିବା ରିଲିଫ ଓ ପୂନଃ ନିର୍ମାଣ କାର୍ଯ୍ୟକୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Other News