ନବୀନଙ୍କ ବିଜେପିକୁ ପ୍ରଶ୍ନ, ତୁମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

Who is your CM face, Naveen asked BJP

 Published : ଟାଇମ୍ସ ଅଫ ଇଣ୍ଡିଆ

/  

14-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ପ୍ରଶ୍ପ କରିଛନ୍ତି, ଓଡ଼ିଶାରେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଓଡ଼ିଶାରେ ତୁମର ଦ୍ବିତୀୟ ଇଞ୍ଜନି ? ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ସଭପତି ପ୍ରଶ୍ନ କରିଛନ୍ତି।

Other News