ତାରାତାରିଣୀ ନୂତନ ମନ୍ଦିରର ପ୍ରତିଷ୍ଠା ମହୋତ୍ସବରେ ଭକ୍ତି ଅର୍ଘ୍ୟ ଅର୍ପଣ କଲେ ନବୀନ

ତାରାତାରିଣୀ ନୂତନ ମନ୍ଦିରର ପ୍ରତିଷ୍ଠା ମହୋତ୍ସବରେ ଭକ୍ତି ଅର୍ଘ୍ୟ ଅର୍ପଣ କଲେ ନବୀନ

 Published : Newsroom Odisha

/  

18-May-2022  

ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଅଧିକା ପଢ଼ନ୍ତୁ - https://newsroomodisha.com/odia-31436/

Other News