Published : ବିଜିନେସ୍ ଷ୍ଟାଣ୍ଡର୍ଡ
/26-Feb-2017
ଓଡିଶାର ୨୦୧୬-୧୭ ଆର୍ଥିକ ବର୍ଷରେ ହାରାହାରି ଅଭିବୃଦ୍ଧି ହାର ୭.୯୪ ପ୍ରତିଶତରେ ପହଞ୍ଚିଛି ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି, ଯାହାକି ଜାତୀୟ ଅଭିବୃଦ୍ଧିହାର ଠାରୁ ଅଧିକ। ଏହି ସମୟ ମଧ୍ୟରେ ଜାତୀୟ ଅଭିବୃଦ୍ଧିହାର ୭.୧ ପ୍ରତିଶତରେ ରହିଥିବା ଜଣାପଡିଛି।