ଓଡିଶାରେ ରୋପଣ ହେବ ୪୦ ଲକ୍ଷ ଚାରା

Odisha to plaint 40 lakh saplings

 Published : ଟେଲିଗ୍ରାଫ

/  

03-Jul-2018  

 ଚଳିତ ଜୁଲାଇ ୭ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୦ ଲକ୍ଷ ଚାରା ରୋପଣ କରାଯିବ ବୋଲି ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜଧାନୀର ପାତ୍ରପଡାସ୍ଥିତ ଭଗବାନପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ବନ ମହୋତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଚାରା ରୋପଣ କାର୍ଯ୍ୟକ୍ରମରେ ସବୁ ଶ୍ରେଣୀ ଲୋକ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି।

Other News