ସରକାରରେ ୩ ବର୍ଷ ପୂର୍ତ୍ତି .ମୁଖ୍ୟମନ୍ତ୍ରୀ ଭେଟିବେ ଦଳର ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ

CM to meet party MPs, MLAs and senior leaders

 Published : ଟାଇମ୍ସ ଅଫ ଇଣ୍ଡିଆ

/  

19-May-2017  

ଚଳିତ ବର୍ଷ ମେ ୨୧ ତାରିଖରେ ରାଜ୍ୟରେ ବିଜୁ ଜନତାଦଳ ସରକାରର ତିନି ବର୍ଷ ପୂର୍ତ୍ତିହେବ, ତେଣୁ ଏହି ପରିପେକ୍ଷୀରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ଦଳର ବିଧାୟକ, ସାଂସଦ ଓ ଦଳର ପଦାଧିକାରୀ ମାନଙ୍କୁ ଭେଟିବେ ।ଏହି କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ ଓ ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ଗାଁକୁ ଯିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ରାଜ୍ୟସରକାରଙ୍କର ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ଦଳର ପ୍ରବକ୍ତା ପ୍ରତାପ ଦେବ ସୂଚନା ଦେଇଛନ୍ତି।

Other News