ଓଡିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ପଦ୍ମ ସମ୍ମାନ

National awards for four Odia greats

 Published : ଦି ଟେଲିଗ୍ରାଫ

/  

26-Jan-2017  

ଓଡିଶାର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ  ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ଓ କୃତିତ୍ବପାଇଁ ସାଧାରଣତନ୍ତ୍ର ଦିବସରେ  ପଦ୍ମ ସମ୍ମାରେ ସମ୍ମାନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଚଳଚିତ୍ର ନିର୍ଦେଶକ ତଥା ଅଭିନେତା ସାଧୁ ମେହେର, ନୃତ୍ୟଶିଳ୍ପି ଅରୁଣା ମହାନ୍ତି, ସମ୍ବଲପୁରୀଗାୟକ ଜିତେନ୍ଦ୍ର ହରିପାଲ ଓ ବିଶିଷ୍ଟ ଚିକିତ୍ସକ ମୁକୁଟ ମିଞି। ସେମାନଙ୍କ ପାଇଁ ଓଡିଶା ଗର୍ବିତ।

Other News