Published : ଓଟିଭି
24-Oct-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିଜେଡି- କଂଗ୍ରେସର ମେଣ୍ଟ ସମ୍ପର୍କରେ ଚାଲିଥିବା କଳ୍ପନା ଜଳ୍ନନାର ଅବସାନ ଘଟାଇ ଏକ ଟ୍ବିଟକରି ସ୍ପଷ୍ଟ କରିଛନ୍ତି ବିଜେଡି, କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷାକରିବ ।