Published : ଓଡିଶା ସନ୍ ଟାଇମ୍ସ
/20-Mar-2018
ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ଓଡିଶାର ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷର ବକେୟା ଖାଦ୍ୟ ଶଷ୍ୟ ଓ ଅର୍ଥ ପ୍ରଦାନ କରିବାକୁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମ୍ପୃକ୍ତ ମନ୍ତ୍ରଣାଳୟକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏତଦ୍ ବ୍ୟତିତ ଏହି ଯୋଜନାରେ ନିୟମିତ ଖାଦ୍ୟଶଷ୍ୟ ଓ ପାଣ୍ଠି ଯୋଗାଇ ଦେବାକୁ ପ୍ରଧାନ ମନ୍ତ୍ରୀଙ୍କୁ ପତ୍ରରେ ଲେଖିଛନ୍ତି।