Published : ଓଡିଶା ସନ୍ ଟାଇମ୍ସ
19-Dec-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସରକାରଙ୍କର ସ୍ବାସ୍ଥ୍ୟ ସେବାର ୪ ଟି ଯୋଜନାର ସଚିବାଳୟରେ ଶୁଭାରମ୍ଭ କରିଛନ୍ତି। ସେ ଗୁଡିକ ହେଲା ନିଦାନ, ସହାୟ, ଅନମୋଲ ଓ ଆମ କ୍ଲିନିକ୍।