Published :
ଓଟିଭ
/
13-Jul-2017
ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ଖୁବ୍ ଶିଘ୍ର ହଜ୍ ହାଉସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିପାଇଁ ଭୁବନେଶ୍ବର ପୋଖରୀପୁଟଠାରେ ଜମି ଚିହ୍ନଟ ହୋଇ ସାରିଛି। ନିର୍ମାଣ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।