Published : ଓଡ଼ିଶା ସନ୍ ଟାଇମ୍ସ
06-Feb-2019
ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ସମର୍ଥକ ମାନଙ୍କ ସହିତ ଦଳରେ ଯୋଗ ଦେଇଛନ୍ତି। ସେ ଜାନୁୟାରୀ ୨୨ ତାରିଖରେ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ।