Published : ହିନ୍ଦୁ
16-May-2018
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ବିଜେପି ନେତୃତ୍ବରେ ଚାଲିଥିବା କେନ୍ଦ୍ର ସରକାର ଓ ଛତିଶଗଡ ସରକାର, ଉଭୟଙ୍କ ଓଡିଶା ବିରୋଧୀ ମନୋଭାବ ଯୋଗୁ ମହାନଦୀ ଜଳ ବିବାଦ ସୃଷ୍ଟି ହୋଇଛି।