Published : ଓଡ଼ିଶା ସନ୍ ଟାଇମ୍ସ
18-Nov-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳ ଜଳ ଯୋଗାଣ ଅଭିଯୋଗ ପାଇଁ ହେଲପ ଳାଇନ୍ ବସୁଧାର ନମ୍ବର-୧୯୧୬ କୁ ଉଦଘଟନ କରିବା ସହିତ ସବୁବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣର ଲୋଗୋକୁ ଉନ୍ମୋଚନ କରିଛନ୍ତି।