Published : ଓଟିଭି
23-Mar-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନରୱେ ରାଷ୍ଟ୍ରଦୂତ ମିଷ୍ଟର ନିଲସ୍ ଆର କାମସଭାଗ ରାଜ୍ୟ ସଚିବାଳୟରେ ସାକ୍ଷାତ କରି ଉଭୟ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ସର୍ମ୍ପକୀତ ସହଯୋଗ ଉପରେ ଆଲୋଚନା କରିଥିଲେ।