Published : ଓଡିଶା ସନ୍ ଟାଇମ୍ସ
30-Jan-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅଫ ଇଣ୍ଡିଆ-ଓଡିଶା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯାତ୍ରା ଗାଡି ରାଜ୍ୟର ୧୬ ଟି ଜିଲ୍ଲାର ୬୦ ଟି ଶିକ୍ଷାନୁଷ୍ଠାନ ଗସ୍ତ କରିବ।