Published : ଓଡ଼ିଶା ବାଇଟ୍ସ
03-Oct-2019
ବିଜେପୁର ଉପନିର୍ବାଚନ ପାଇଁ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି। ଏଥିରେ ୪୦ ଜଣ ଦଳୀୟ ନେତାଙ୍କ ନାଁ ସ୍ଥାନ ପାଇଛି।