ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ସମାଜ ସେବା ଶାଖାର ଶୁଭାରମ୍ଭ କରିଛନ୍ତି। ବୃକ୍ଷରୋପଣ, ପରିବେଶ ସୁରକ୍ଷା, ରକ୍ତ ଦାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ସମାଜ ସେବା ଶାଖା କାର୍ଯ୍ୟ କରିବ। ଏକ ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଓଡ଼ିଶା ଗଠନ ଏହି ସମାଜ ସେବା ଶାଖାର ଲକ୍ଷ୍ୟ।