Published : ଓଡ଼ିଶା ସନ୍ ଟାଇମ୍ସ
19-Nov-2018
ଢେଙ୍କାନାଳର ଓପଦା ବ୍ଲକର ବଳରାମପୁର ଠାରେ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଗଛ କଟାକୁ ଜନସାଧାଣଙ୍କ ପକ୍ଷରୁ ପ୍ରବଳ ବିରୋଧ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା ଆଦେଶକୁ ବାତିଲ କରିଛନ୍ତି।