ରାଜନୀତିରେ ଯୋଗ ଦେବାକୁ ଅନାଗ୍ରହ ପ୍ରକାଶ କରୁଥିବା ୭୨ ବର୍ଷିୟ ଶ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ନିର୍ବାଚନ ଜିତି ଓଡ଼ିଶାରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ହେବା ସ୍ଥିତିରେ ପହଞ୍ଚିଛନ୍ତି। ଦେଶର ଦୀର୍ଘ ବର୍ଷଧରି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ ମୁଖ୍ୟମନ୍ତ୍ରୀ।