Published : ଟାଇମ୍ସ ଅଫ ଇଣ୍ଡିଆ
15-Dec-2017
ଓଡିଶା ଛାତ୍ର ଛାତ୍ରୀଙ୍କ ପାଇଁ ନ୍ୟାସନାଲ ଲ ୟୁନିଭରସିଟି , ଓଡିଶା ରେ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରିଛନ୍ତି।