Published : ଓଡ଼ିଶା ସନ୍ ଟାଇମ୍ସ
25-Feb-2019
ରାଜ୍ୟ ସରକର କର୍ମଚାରୀ ଓ ପେନସନଧାରୀ ମାନଙ୍କ ମହଙ୍ଗା ଭତ୍ତା ସହାୟତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ବୃଦ୍ଧି ଏବଂ ଟି ଆଇ ୨୦୧୯ ଜାନୁୟାରୀରୁ ପିଛିଲାଭାବେ ଲାଗୁ ହେବ।