Published : ଓଡ଼ିଶା ସନ୍ ଟାଇମ୍ସ
03-Feb-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପି ଅଧକ୍ଷ ଶ୍ରୀ ଅମିତ ଶାହାଙ୍କ ରାଜ୍ୟ ସରକାରଙ୍କୁ ସମାଲୋଚନାର ଦେଲେ କଡା ଜବାବ। ମୁଖ୍ୟମନ୍ତ୍ରୀ କହିଲେ ୨୦୧୯ ନିର୍ବାଚନରେ କିଏ ସରକାର କରିବ ସେଥିନେଇ ଓଡ଼ିଶା ଲୋକ ନେବେ ନିଷ୍ଫତ୍ତି। ସେ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା।