Published : ଆଦିବାସୀ କଳା ସଂଗ୍ରହାଳୟ ଚିଲ୍ଲିକା ଆସୁଥିବା ପର୍ଯ୍ୟଟ
11-Dec-2017
ଚିଲ୍ଲିକା ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଚିଲ୍ଲିକା ନିକଟସ୍ଥ ବରକୂଳ ଲୋକକଳା ଓ ଆଦିବାସୀ ସଂଗ୍ରହାଳୟ ଆକର୍ଷିତ କରିବ। ଭୁବନେଶ୍ବରଠାରୁ ୧୦୦ କି ମିଟର ଦୂରସ୍ଥ ଏହି ସଂଗ୍ରହାଳୟକ,ପୂର୍ବାସାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟ ସଚିବାଳୟରୁ ଭିଡିଓ କନଫରେସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି।