Published :
ଓଟିଭି
/
15-Aug-2017
ଦେଶର ୭୧ ତମ ସ୍ବାଧୀନତା ଦିବସ ଅବସରରେ, ସ୍ବାଧୀନତା ସଂଗ୍ରାମର ମହାରଥୀ, ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦ ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ସ୍ବାଧୀନତା ଦିବସ ପରେଡରେ ଜାତୀୟ ପତାକା ଉତ୍ତୋଳନକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ସତ୍ୟ ଓ ଅହିଂସା ମାର୍ଗରେ ଆମେ ସ୍ବାଧୀନତା ପାଇଛୁ।