Published : ଓଡିଶା ସନ୍ ଟାଇମ୍ସ
25-Jul-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରୀ ଅଧୀକାରୀ ମାନଙ୍କୁ କହିଛନ୍ତି, ସୋସିଆଲ ମିଡିଆରେ ସକ୍ରୀୟ ରୁହ ଏବଂ ସାଧାରଣ ନାଗରିକଙ୍କ ସେବାରେ ଏହାକୁ କିପରି ବ୍ୟବହାର କରିବ ସେ ବିଷୟରେ ଜାଣ।