ଦୁର୍ନୀତି ବିରୋଧରେ ଜିରୋ ଟଲୋରାନ୍ସ ପଲିସିକୁ ଅବଲମ୍ବନ କର, ମୁଖ୍ୟମନ୍ତ୍ରୀ

Apply Zero Tolerance Policy Strictly Against Corruption, CM

 Published : ଓମକମ

/  

24-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶଦେଇ କହିଛନ୍ତି, ରାଜ୍ୟ ସରକାର ଜିରୋ ଟଲୋରାନ୍ସ ପଲିସିକୁ ଅବଲମ୍ବନ କରିଛନ୍ତି ।ତେଣୁ ଦୂର୍ନୀତିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରଯିବ ନାହିଁ । ସେ କହିଛନ୍ତି ଯେ ଦୂର୍ନିତୀ ହେଉଛି ବିକାଶର ବଡ ଶତ୍ରୃ। ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ଗରିବ ଲୋକ ସମାଜିକ ବିକାଶ ଯୋଜନାର ସୁବିଧା ପାଇବାରୁ ଯେପରି ବଂଚିତ ନହୁଅନ୍ତି, ସେଥିପ୍ରତି ଅଧିକାରୀମାନେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Other News