Published : ଓଡିଶା ସନ୍ ଟାଇମ୍ସ
07-Aug-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟରରେ ଅନୁଗାମୀଙ୍କ ସଂଖ୍ୟା ୫ ଲକ୍ଷକୁ ଅତିକ୍ରମ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍ଥିତି ବେଶ୍ ସୁଦୃଢ ରହିଥିବା ପ୍ରତିପାଦିତ କରିଛି।